Thursday 15 August 2024

ସବୁଠାରୁ ଲମ୍ବା ତୋହରି ପଣତକାନି

ସବୁଠାରୁ ଲମ୍ବା ତୋହରି ପଣତକାନି ଯେଣୁ ତୁହି ମାଆ ଗୋ ଅଖିଳ ଜନନୀ କଅଁଳା ବାଛୁରୀ ପରି କେତେ ଡାକୁଛି ଢାଙ୍କିରକ୍ଷ ମାଆ କଣ ତୋତେ ଶୁଭୁନି

No comments:

Post a Comment