Monday 12 August 2024

ପାଷାଣୀ ମୂର୍ତ୍ତି ପାଦରେ କେତେ ମଥା ପିଟିଲି

ପାଷାଣୀ ମୂର୍ତ୍ତି ପାଦରେ କେତେ ମଥା ପିଟିଲି ଆହାଃ ବାହୁନି ବାହୁନି କେତେ ଯେ ଡାକିଲି କଥା ପଦେ କହିବା ଦୂରେଥାଉ ନ ଚାହିଁଲା ତ୍ରିନେତ୍ରା ତୁ ମୋ ମା ନୁହଁ ପାଷାଣୀ ବୁଝିଲି

No comments:

Post a Comment