Friday 16 August 2024

ମାତା ପିତା ବିନା ମନ ମୋହର ବଡ ବ୍ୟାକୁଳ

ମାତା ପିତା ବିନା ମନ ମୋହର ବଡ ବ୍ୟାକୁଳ ନାରାୟଣୀ କାହାଠାରେ ଲଗାଇବି ମୁଁ ମୋହ କିଏ ସେହି ଶୁଣିବ ମୋହର ହୃଦୟ ବେଦନା ମାଆ ଭବାନୀ କିଏ ସେ ପୋଛିବ ଆଖିଲୁହ

No comments:

Post a Comment