Tuesday 13 August 2024

ଦୁଆରେ ମୋ ଜିଦି କରି ବସିବୁ ହେ ଗୋବିନ୍ଦ

ଦୁଆରେ ମୋ ଜିଦି କରି ବସିବୁ ହେ ଗୋବିନ୍ଦ ପୂର୍ଣ୍ଣହେବା ଯାଏ ମୋ ସକଳ କାମନା ବାସନା ଅତି ଦୁର୍ଲଭ ମଣୁଛି ଏ ନର ଯୋନିରେ ଜନମ ଏ ମାୟା ସଂସାର ବନ୍ଧନକୁ ଛିଡା଼ଇ ପାରେନା

No comments:

Post a Comment