Monday 12 August 2024

ଆଦି ମାତା ଅଗ୍ନି ସମ୍ଭୁତ ପରମ ବୈଷ୍ଣବୀ

ଆଦି ମାତା ଅଗ୍ନି ସମ୍ଭୁତ ପରମ ବୈଷ୍ଣବୀ ବୁଝିବା ନ ବୁଝିବା ସକଳ କୁହ କାଳୀ କାଳୀ ପୁଷ୍ପ ପୁଷ୍ପହାରରେ ଏମିତି ଭକ୍ତ ସଜେଇଛି ଦେଖିଲେ ମହାନିନ୍ଦୁକର ଭକ୍ତି ପଡିବ ଗଳି

No comments:

Post a Comment