Wednesday 14 August 2024

ଗୋବିନ୍ଦଙ୍କୁ ଖୋଜୁ ଖୋଜୁ ଥକି ପଡିଲି

ଗୋବିନ୍ଦଙ୍କୁ ଖୋଜୁ ଖୋଜୁ ଥକି ପଡିଲି ରାତ୍ରି ଆଶ୍ରୟ ନେଲି ବୈଷ୍ଣବ ପିଣ୍ଢାରେ ବିଷ୍ଣୁ ସହସ୍ରନାମ ନିଦ୍ରା ଭାଙ୍ଗିଦେଲା ଟିକିଏ ବି ବ୍ୟଥା ନ ଥିଲା ପେଣ୍ଡାରେ

No comments:

Post a Comment