Wednesday 14 August 2024

ତିନି ତିନିଟି ନୟନରେ କି ଦେଖୁଛୁ ମାଆ ଗୋ

ତିନି ତିନିଟି ନୟନରେ କି ଦେଖୁଛୁ ମାଆ ଗୋ ଜଗତ ଜନନୀ ଦେଖାକି ଯାଉନାହିଁ ମୋ ଦୁଃଖ ଚାରି ଚାରିଟି ହାତ ଘେନି କି କରୁ ମାଆ ଗୋ ମାଆ ବିନା ଅକ୍ଷମ ସନ୍ତାନର କେ ସାହାପକ୍ଷ

No comments:

Post a Comment