Tuesday 13 August 2024

କ୍ଷୀର ଘୃତ ଆହୁରି ଘନିଷ୍ଠ ହୋଇ

କ୍ଷୀର ଘୃତ ସମ୍ପର୍କଠାରୁ ଆହୁରି ଘନିଷ୍ଠ ହୋଇବି ଗୋବିନ୍ଦ ହେ ମୋ ଚର୍ମ ଚକ୍ଷୁକୁ ହୋଇଲୁ ଦୁର୍ଲଭ କଳିରେ ଭାଗବତ ମନ୍ଥନ ସମ୍ପୂର୍ଣ ନିରର୍ଥ ଅଳିଆ ପାଞ୍ଚଭୁତ ସାଧନାରେ ହରାଇଲି ସ୍ୱରୂପ ବିଭବ

No comments:

Post a Comment