Friday 16 August 2024

ସରଳ ନିକଟରେ ବନ୍ଧା ପଡ଼ିଲୁ ହେ ଗୋବିନ୍ଦ

ସରଳ ନିକଟରେ ବନ୍ଧା ପଡ଼ିଲୁ ହେ ଗୋବିନ୍ଦ ରାନ୍ଧି ବାଢ଼ି କେତେ କେତେ କରିଛି ଅପେକ୍ଷା ସରଳ ହୃଦୟଟି ନିର୍ଗୁଣ ନିର୍ମଳ କିବା ପାଇବୁ ମଲ୍ଲି ମାଳା ଶୁଖିଲାଟି କେଡେ କଲୁ ଉପେକ୍ଷା

No comments:

Post a Comment