Wednesday 14 August 2024

ସୁଦଶା ବ୍ରତ

କମଳ କେଶରରେ ମାଆ କମଳା ହସେ କମଳ ମୁଖି ନାସା କର୍ଣ୍ଣରେ ଶଶୀ କୁଣ୍ଡଳ କମଳ କରରୁ ବିଛୁରିତ କରୁଣା କିରଣ କମଳ ସ୍ତୁତି କରେ ଯୋଡି କର ଯୁଗଳ

No comments:

Post a Comment