Monday 12 August 2024

ମୁହିଁ ପାପ କଳଙ୍କି ଲଗା ଗୋଟିଏ ଲୁହା ଦଣ୍ଡ

ମୁହିଁ ପାପ କଳଙ୍କି ଲଗା ଗୋଟିଏ ଲୁହା ଦଣ୍ଡ ଗୋବିନ୍ଦ ହେ ତୁମ୍ଭେ ପୁର୍ଣ୍ୟ ପୂର୍ଣ୍ଣ ଚୁମ୍ବକ ଶକ୍ତ ଚକାଡୋଳା ଆଖିପତା ଥରେ ଠାରି ଦେଲେ ଗୋବିନ୍ଦ ହେ ପଦ୍ମପାଦ ଚୁମିବି ନ ହୁଏ ଭକ୍ତ

No comments:

Post a Comment