Wednesday 14 August 2024

ମାଆକୁ ଖୋଜି ଖୋଜି ଦେହ ଅବଶ ହେଲା

ମାଆକୁ ଖୋଜି ଖୋଜି ଦେହ ଅବଶ ହେଲା ଦ୍ୱାରରେ ଗଣପତି ଦେଲେ ମୋତେ ଆଶ୍ରୟ ମନ କଥା ସବୁ କହିଦେଲି ମାଆ ଶୁଣୁ ନାହିଁ ହେ ଗଣପତି ଏ ନୁହେଁକି ଅତି ଦୁଃଖ ବିଷୟ

No comments:

Post a Comment