Tuesday 13 August 2024

ତୋର ମୁରଲୀ ମୋହନ ରୂପ ଏଡିକି ସୁନ୍ଦର ହେ ଗୋବିନ୍ଦ

ତୋର ମୁରଲୀ ମୋହନ ରୂପ ଏଡିକି ସୁନ୍ଦର ହେ ଗୋବିନ୍ଦ ହେ ଗୋବିନ୍ଦ ତୋହର ନାମ ଜପଟି ଏଡିକି ମଧୁର ମଧୁର ଟିକେ ନିରୋଳାରେ କଣ ରହି ହେଉଛି ତୋର ଚିନ୍ତା ବିନା ହେ ଗୋବିନ୍ଦ ତୋ ମଧୁର ବଂଶୀଧ୍ୱନି କରେ ଅତି ଅଧୀର

No comments:

Post a Comment