Friday, 11 July 2025

ତୁହି ଶୁଭ ପୂର୍ଣ୍ଣ କଳସ ପାଖରେ ଦୀପ ଶିଖା

ତୁହି ଶୁଭ ପୂର୍ଣ୍ଣ କଳସ ପାଖରେ ଦୀପ ଶିଖା ତୁହି ନନ୍ଦିଘୋଷ ରଥରେ ଅର୍ଜୁନ ପ୍ରାଣ ସଖା ତୁହି ଜନନୀ କୋଳରେ ସନ୍ତାନର ସ୍ମିତ ମୁଖ ତୁହି ମୋହର ହୃଦୟ ଚୋର ମୁରଲୀ ଫୁଙ୍କା

No comments:

Post a Comment