Thursday, 3 July 2025

ସେହି ଯେଉଁ ନୀଳଚକ୍ର ନେତ ସେତ ପତିତ ପାବନ ବାନା

ସେହି ଯେଉଁ ନୀଳଚକ୍ର ନେତ ସେତ ପତିତ ପାବନ ବାନା ଫର ଫର ଉଡି ଡାକଇ ଆସ ଭକତ ପହଡି ବେଳହେଲା ସେ ଯେଉଁ କୃଷ୍ଣ ଛନ୍ଦା ଚରଣ ସେତ ପ୍ରଭାତ ଫୁଟନ୍ତା କମଳ ରେଣୁ ରେଣୁ ଆନନ୍ଦ କନ୍ଦ ମନ ଭ୍ରମର ଚୁମିବାକୁ ଝୁରିମଲା

No comments:

Post a Comment