Wednesday, 2 July 2025

ପାଦରେ ଚାଲିଲି ଜଳରେ ବୁଡ଼ିଲି ହେ ନୀଳାଦ୍ରିନାଥ

ପାଦରେ ଚାଲିଲି ଜଳରେ ବୁଡ଼ିଲି ହେ ନୀଳାଦ୍ରିନାଥ ଉଡାଜାହାଜରେ ଉଡି ଅନେକ ସ୍ଥାନ ଭ୍ରମିଣ ଦେଖିଲି ସୁନ୍ଦର ପଣରେ ଆପଣ କେବଳ ଆପଣଙ୍କର ଉପମା ଆଖିରେ ଆଖି ମିଳେଇ ଆନନ୍ଦ ସାଗରରେ ଭାସିଲି

No comments:

Post a Comment