Tuesday, 8 July 2025

ଗୋପାଳ ବାଳ ଗଳାରେ ବଣ ଫୁଲରେ ମାଳା

ଗୋପାଳ ବାଳ ଗଳାରେ ବଣ ଫୁଲରେ ମାଳା କିବା ଅପୂର୍ବ ଶୋଭା ମୋ ହୃଦୟ ଚୋରି କଲା କାଳୀୟ ଗଞ୍ଜନ ବଂଶୀ ଅଧର ସ୍ୱରୂପ ସୁଧାନିଧି ମୋର ପ୍ରାଣ ହଂସ ଛନ୍ଦା ପାଦରେ ବାନ୍ଧିହେଲା

No comments:

Post a Comment