Tuesday, 8 July 2025

କେତକୀ ଫୁଲରେ ସିଞ୍ଚିଲୁ ଏତେ ଯେ ଅତର

କେତକୀ ଫୁଲରେ ସିଞ୍ଚିଲୁ ଏତେ ଯେ ଅତର ସ୍ୱୟଂ ଦେବାଧିଦେବ ଶଙ୍କର ହେଲେ ମୋହିତ କାଳିଦଳା ପାଦପଦ୍ମରେ ଆହାଃ କେତେ ମକରନ୍ଦ ମୋହର ମନ ଭ୍ରମର ଚୁମି ଚୁମି ପଡୁ ଶୋଇତ

No comments:

Post a Comment