Thursday, 3 July 2025

ଶୁଣ ବାଇ ଚଢେଇରେ ଆରେ ହେ ବାଇ ଚଢେଇ

ଶୁଣ ବାଇ ଚଢେଇରେ ଆରେ ହେ ବାଇ ଚଢେଇ କେବଳ ତୋ ବାୟା ବସାକୁ ନେଇ ଏତେ ବଢ଼େଇ ଥରୁଟିଏ କାଳିଆ ଭାବରେ ତୋ ମନ ବାନ୍ଧି ଦେଖ ମନ କହୁଛି ତାଙ୍କ ଛନ୍ଦାପାଦକୁ ପାରିବୁନି ଆଡେଇ

No comments:

Post a Comment