Saturday, 12 July 2025

ମୁହିଁ ଓଁକାର ଏକାକ୍ଷର ମନ୍ତ୍ରର ଏକ ବିନ୍ଦୁ

ମୁହିଁ ଓଁକାର ଏକାକ୍ଷର ମନ୍ତ୍ରର ଏକ ବିନ୍ଦୁ ବୈଷ୍ଣବ ଯୋଗୀଙ୍କ ଜୀବନ ମୋର ବନ୍ଧୁ ବନ୍ଧୁଙ୍କ ଗୋଟିଏ ଆଖି ସୂର୍ଯ୍ୟ ନାରାୟଣ ଆଉ ଗୋଟିଏ ଆଖି ପୂର୍ଣ୍ଣିମା ରାତି ଇନ୍ଦୁ

No comments:

Post a Comment