Sunday, 6 July 2025

ଗୃହ ଅଗଣାକୁ ଭୂଷଣ ତୁଳସୀ ବୃକ୍ଷ

ଗୃହ ଅଗଣାକୁ ଭୂଷଣ ତୁଳସୀ ବୃକ୍ଷ ନନ୍ଦୀଘୋଷକୁ ଭୂଷଣ ପୁଣ୍ଡରୀକାକ୍ଷ କର୍ଣ୍ଣ ଗହ୍ୱରକୁ ଭୂଷଣ ବିଷ୍ଣୁଙ୍କ ନାମ ଭକ୍ତ ପ୍ରହଲ୍ଲାଦକୁ ଭୂଷଣ ବଜ୍ର ନଖ

No comments:

Post a Comment