Sunday, 6 July 2025

ଅତି ବିଶାଳ ବକ୍ଷ ଶୋଭା ପାଏ ଅଶେଷ ତୁଳସୀ ମାଳ ମଲ୍ଲି ମାଳ

ଅତି ବିଶାଳ ବକ୍ଷ ଶୋଭା ପାଏ ଅଶେଷ ତୁଳସୀ ମାଳ ମଲ୍ଲି ମାଳ ଅତି ବିସ୍ତୀର୍ଣ୍ଣ କପୋଳରେ ବୈଷ୍ଣବ ତିଳକ ଚନ୍ଦନ ଠୋପା ଠୋପା ଅତିବ ଜଗତ ଆନନ୍ଦ କାରକ ରବି ସୁଧାକର ଚକାଡୋଳା ଶ୍ରୀମୁଖ ଅତି ମନଲୋଭା ନାକରେ ଗୁଣ୍ଡିଚାର ନାକ ଚଣା ବିଶ୍ୱ ମାଆ ବାପା

No comments:

Post a Comment