A flower with 4 petals
Sunday, 6 July 2025
ଆହାଃ କିଏ ସେହି ବାଛି ଦେଲା ନାମ ରାମ ବନମାଳୀ
ଆହାଃ କିଏ ସେହି ବାଛି ଦେଲା ନାମ ରାମ ବନମାଳୀ କେବଳ ଶ୍ରଵଣ ମାତ୍ରକେ ଭାବ ମୋର ପଡଇ ଉଛୁଳି ମୋ ଅଜ୍ଞାନ ଅନ୍ଧାରରେ ଉଦୟ ହେବେ କି କଳା ଜହ୍ନ ପାଖରେ ପାଇଲେ ଗୋପାଳ ବାଳ କରିବି ଗଳାମାଳି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment