Sunday, 6 July 2025

ନନ୍ଦୀଘୋଷ ଚଢିଣ ପାଣ୍ଡଵ ରଖିଲ ହେ କୃଷ୍ଣ

ନନ୍ଦୀଘୋଷ ଚଢିଣ ଧର୍ମ ସ୍ଥାପିଲ ହେ କୃଷ୍ଣ ବିଜୟନ୍ତ ଚଢ଼ିଣ ବଧିଲ ଦଶାନନ ହେ ରାମ ମୋ ହୃଦୟ ରଥରେ ଥରେ ବସ ଚକାଆଖି ତେବେ ଯଥାର୍ଥ ମଣିବି ନାମଟି ପତିତପାବନ

No comments:

Post a Comment