Tuesday, 8 July 2025

ସ୍ମର ସ୍ମର ସ୍ମରଣ କର କାଳୀୟ ଗଞ୍ଜନ ରୂପ

ସ୍ମର ସ୍ମର ସ୍ମରଣ କର କାଳୀୟ ଗଞ୍ଜନ ରୂପ ଯାହା ଛନ୍ଦାପାଦକୁ ନିରନ୍ତର ଧାଉଛନ୍ତି ଶିବ ଭଜ ଭଜ ଭଜନ କର ସୁଧାନିଧି ହରି ନାମ ଯାହା ଭାବରେ ବୈଷ୍ଣବ ପାଶୋରନ୍ତି ଅଭାବ

No comments:

Post a Comment