A flower with 4 petals
Tuesday, 8 July 2025
ରୂପ ଗନ୍ଧ ଭରା ମଲ୍ଲି ଫୁଲ ମଉଳି ଝଡି ପଡୁଥିଲା
ରୂପ ଗନ୍ଧ ଭରା ମଲ୍ଲି ଫୁଲ ମଉଳି ଝଡି ପଡୁଥିଲା ହୃଦୟ ଚୋର ଗୋବିନ୍ଦ ବିଗ୍ରହ ଲାଗି ଗୁନ୍ଥିଲି ମାଳ ଦୁର୍ଲଭ ମନୁଷ୍ୟ ଦେହ ବ୍ୟାଧି ଜରାରେ ସଢୁଥିଲା ମନକୁ ବୁଝେଇ ଲୋଟାଇଲି ଗୋବିନ୍ଦ ପାଦ ତଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment