Wednesday, 9 July 2025

ଅଣୁ ଅଣୁ ମଧରେ ସେ ଯେଉଁ ଫାଙ୍କା

ଅଣୁ ଅଣୁ ମଧରେ ସେ ଯେଉଁ ଫାଙ୍କା ଛନ୍ଦାପାଦକୁ ଲୁଚାଇଲୁ ମୁରଲୀ ଫୁଙ୍କା ଥରେ ଦେଖିବି ନୟନ ଜଳରେ ଭାସୁଛି ଥରେ ମାତ୍ର ଦେଖା ଶିଖିପୂଛ କରି ବଙ୍କା

No comments:

Post a Comment