Wednesday, 9 July 2025

ଶ୍ରୀଗୋବିନ୍ଦ ବାସୁଦେବ ମଧୁର ମୋହନ ବଂଶୀ

ଶ୍ରୀଗୋବିନ୍ଦ ବାସୁଦେବ ମଧୁର ମୋହନ ବଂଶୀ ପତିତ ଉଦ୍ଧାର ପାଇଁକି ଦ୍ୱାରରେ ହେଲେ ଉଭା କିବା ବର୍ଣ୍ଣିବି ସେହି କମଳା ସେବିତ ପଦ୍ମ ପାଦ ମୁହିଁ ଅତି ପାମର ସେହି ବ୍ରହ୍ମାନନ୍ଦ ମନ ଲୋଭା

No comments:

Post a Comment