A flower with 4 petals
Sunday, 6 July 2025
ତୁମ୍ଭଙ୍କୁ କିଏ ଖବର ଦେଲା ହେ କ୍ଷେତ୍ରବାସୀ ଦାରୁବ୍ରହ୍ମ
ତୁମ୍ଭଙ୍କୁ କିଏ ଖବର ଦେଲା ହେ କ୍ଷେତ୍ରବାସୀ ଦାରୁବ୍ରହ୍ମ ଏହି ହୃଦୟରେ ତୁମ୍ଭରି ପାଇଁକି କେତେ ଯେ ଭାବନା ତୁମ୍ଭଙ୍କୁ ଚିତ୍ରପଟରେ ଦେଖିଲେ ଆଉକି ମନ ଭରୁଅଛି ଏହି ପତିତ ହୃଦୟ କମଳରେ ନିରନ୍ତର ତୁମ୍ଭେ ବସନା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment