Monday, 7 July 2025

କାହାକୁ ଉଠାଉ କାହାକୁ ପକାଉ

କାହାକୁ ଉଠାଉ କାହାକୁ ପକାଉ ତୋର ଦେହ ସର୍ବ ଜାଣୁ ମହାବାହୁ ରଖିଲେ ରଖିବୁ ତାରିଲେ ତାରିବୁ ତୋ ବିନା ସମ୍ବଳ ନାହିଁ କିଛି ଆଉ

No comments:

Post a Comment