Thursday, 3 July 2025

ମାଆ ସିନା ଚାହିଁ ବସିଥାଏ ସନ୍ତାନ ଫେରିବା ବାଟକୁ

ମାଆ ସିନା ଚାହିଁ ବସିଥାଏ ସନ୍ତାନ ଫେରିବା ବାଟକୁ ଚଞ୍ଚଳ ପାଦ ଦୁଇଟା ତାର ହେଉଥାଏ ଘର ବାହାର ମାଆ ସିନା ପରଷିଦିଏ ସନ୍ତାନ ହୃଦୟ ମନକୁ ଚିହ୍ନି ମାଆ ରାମଚଣ୍ଡୀ ଆହାଃ କେଡେ ଦୟା ତୋହର

No comments:

Post a Comment