Tuesday, 5 May 2026

ହରି ନାମ ରାମ ନାମ ସଂକିର୍ତ୍ତନ ଅମୃତ

ହରି ନାମ ରାମ ନାମ ସଂକିର୍ତ୍ତନ ଅମୃତ ଅମୃତ ରାମ ନାମ ହରି ନାମ ସଂକୀର୍ତ୍ତନ ଯେଉଁ ଭାଗ୍ୟବାନ ପିଏ ବୈଷ୍ଣବ ଗୃହେ ତା ହସ୍ତ ଧରି ନୃତ୍ୟ କରେ ନନ୍ଦ ନନ୍ଦନ

No comments:

Post a Comment