Tuesday, 5 May 2026

କଥା କୁହା ତୁମ ଚକାଡୋଳା ଦୁଇରେ ଆତ୍ମା ବସିଲା

କଥା କୁହା ତୁମ ଚକାଡୋଳା ଦୁଇରେ ଆତ୍ମା ବସିଲା କାଳିଆ ସାଆନ୍ତେ ହୋ ନ ଥିଲେ ଥାଉ ହାତ ଚରଣ ଶ୍ରୀବତ୍ସ ବ୍ରାହ୍ମଣ ଚିହ୍ନିତ ବକ୍ଷରେ ଆତ୍ମା ମୋ ରହିଲା ଗରୁଡ ପଛରୁ ସ୍ମରଣ କରିବି ଲୀଳା ରୁକ୍ମଣୀ ହରଣ

No comments:

Post a Comment