Monday, 18 May 2026

ରେଣୁଏ କୃପା କିମ୍ପା କଲେନାହିଁ ହେ ବ୍ରହ୍ମଦାରୁ

ରେଣୁଏ କୃପା କିମ୍ପା କଲେନାହିଁ ହେ ବ୍ରହ୍ମଦାରୁ ଅପଲକ ଚକାଆଖିରେ କି ଅଭାବ ଅଛି କରୁଣା କମଳାଙ୍କୁ ଅଭିଯୋଗ କଲେ କି ଶୋଭା ଦିଶିବ ହେ କୃପାସିନ୍ଧୁ ଅନ୍ତର୍ଯ୍ୟାମୀ ହରି ପାବନ ଚରଣା

No comments:

Post a Comment