Monday, 18 May 2026

ଅତି ଚିକ୍କଣ କଳା ବ୍ରହ୍ମଦାରୁ ତୁମ୍ଭରି ଶରୀର

ଅତି ଚିକ୍କଣ କଳା ବ୍ରହ୍ମଦାରୁ ତୁମ୍ଭରି ଶରୀର ସର୍ବ ବୃହତ ଗଣ୍ଡି ସର୍ବ କଳା ପ୍ରଶାନ୍ତି ଭଣ୍ଡାର ଅଣ୍ଡଜ ଉଦ୍ଭିଦ ପ୍ରାଣୀ ତୁମ୍ଭେ ଗୁଣସୂତ୍ର ପ୍ରଭୁ କୋଟି କନ୍ଦର୍ପ ନିନ୍ଦି ଶୋଭା ତୁଳସୀ ଧଣ୍ଡାର

No comments:

Post a Comment