Saturday, 23 May 2026

ଆହେ ଅଧାଗଢା ତୁମ୍ଭେତ ଅପଲକ

ଆହେ ଅଧାଗଢା ତୁମ୍ଭେତ ଅପଲକ ଚନ୍ଦ୍ର ସୂର୍ଯ୍ୟ ଆଖି ଅବଶ୍ୟ ଜାଣିଥିବ କାହିଁ ରହନ୍ତି କାଳିଦଳା ଗିରୀଟେକା ସତ କହୁଛି ତାଙ୍କରି ଚରଣରେ ମୋର ଆତ୍ମା ରହିଗଲା ତୁମ୍ଭରି ଶ୍ୱେତ ପଦ୍ମ ଆଖି କହୁଛି ଠିକଣା ଜାଣିଛ ପକା

No comments:

Post a Comment