Saturday, 23 May 2026

କୃଷ୍ଣ ବୋଲି କିଏ ନାମ ଦେଲା କି ସୁଧା

କୃଷ୍ଣ ବୋଲି କିଏ ନାମ ଦେଲା କି ସୁଧା କି ଅପୂର୍ବ କିଏ ଦେଲା ମୂରଲୀ ଅଧରେ ହୃଦୟକୁ ନେଇଗଲେ ନିଅନ୍ତୁ ଶ୍ରୀରାଧା ରାମ ଆତ୍ମା ଥାଉ କୃଷ୍ଣ ଛନ୍ଦା ପାଦରେ

No comments:

Post a Comment