Thursday, 21 May 2026

କାଳୀ ଦେଇଗଲା କୋଳି ଆଚାର ଡବାଟେ

କାଳୀ ଦେଇଗଲା କୋଳି ଆଚାର ଡବାଟେ ବେଳ ଅବେଳରେ ହାତକୁ ଚାଟି ଚାଟି ଖାଏ କାଳିଆ ଦେଇଛି ଅନ୍ତରରେ ଭକତି କଉଡ଼ି ବିପଦ ସମ୍ପଦରେ ଗଣ୍ଠିକରି ବାଟ ଚାଲୁଥାଏ

No comments:

Post a Comment