Thursday, 21 May 2026

ଦୁର୍ଗେ ଦୁର୍ଗେ ଜୟ ଜୟ ଦୁର୍ଗେ ମାଧବ ସହୋଦରୀ

ଦୁର୍ଗେ ଦୁର୍ଗେ ଜୟ ଜୟ ଦୁର୍ଗେ ମାଧବ ସହୋଦରୀ ବାତ୍ସଲ୍ୟ କରୁଣା ପୂରିତ ତ୍ରିନୟନା ଚାରି ଅପଵର୍ଗେ ମାର୍ଗେ ମାର୍ଗେ ମାର୍ଗେ ଖୋଜୁଅଛି କୃଷ୍ଣ ଛନ୍ଦା ଚରଣ ପାଦ ନୁପୁର ଶବ୍ଦ ବାରି ଚାଲୁଥିବି ସଦା ଥିବୁ ଆଗେ

No comments:

Post a Comment