Sunday, 10 May 2026

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ କୃଷ୍ଣମୟ ଯେ ଦେଖେ ବିଶ୍ୱ ହୃଦ ପ୍ରେମରେ ପୁରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ସ୍ପର୍ଶ କରି ନ ପାରନ୍ତି ଷଢ଼ ବିକାର ସଂସାରୁ ତରେ

No comments:

Post a Comment