Sunday, 10 May 2026

ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମ ଅହିଂସା

ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମ ଅହିଂସା ହୃଦୟରେ ଭରି ବ୍ରହ୍ମ ହୁଅନ୍ତି ନର ନାରାୟଣ ଅଭୟ ପାଦ ସ୍ପର୍ଶରେ ବ୍ରହ୍ମାନନ୍ଦେ ପୂର୍ଣ୍ଣ ଧରା ଅପଲକ ବ୍ରହ୍ମଦାରୁ ନିରତ ପତିତ ଉଦ୍ଧାରଣ

No comments:

Post a Comment