Friday, 8 May 2026

ମୋ ପ୍ରାଣ ସଙ୍ଗିନୀରେ ଶୁଣିବୁ ଯାହା ଦେଖିଲି

ମୋ ପ୍ରାଣ ସଙ୍ଗିନୀରେ ଶୁଣିବୁ ଯାହା ଦେଖିଲି ମୂରଲୀ ପାଣି ବନମାଳୀ ପୀତବାସ ଶିଖି ପୂଛ ତାଙ୍କ ଛନ୍ଦାପାଦରେ ମୋ ପ୍ରାଣକୁ ବିକି ଆସିଲି ରୁକ୍ମଣୀ ହୃଦୟଙ୍କୁ ମୋତେ ସତ ତୋତେ ମିଛ

No comments:

Post a Comment