Friday, 8 May 2026

ଶୁଣି ତୁମ୍ଭ ବିପୁଳ ଯଶ କୀର୍ତ୍ତି ହେ ମୋହନ

ଶୁଣି ତୁମ୍ଭ ବିପୁଳ ଯଶ କୀର୍ତ୍ତି ହେ ମୋହନ କମଳା ସେବିତ ପାଦରେ ବଢ଼ିଲା ଲୋଭ କଳା କୃଷ୍ଣ କମଳ ଆଖିରେ ଆତ୍ମା ରହିଲା ଶୂନ୍ୟ କରି ଆସିଛି ହୃଦୟ ଭର ତୁମ୍ଭ ଭାବ

No comments:

Post a Comment