Friday, 8 May 2026

ବୃକ୍ଷ ଡେମ୍ଫରୁ କୁସୁମ ଛନ୍ଦା ପାଦରେ ଲୋଟିଲା

ବୃକ୍ଷ ଡେମ୍ଫରୁ କୁସୁମ ଛନ୍ଦା ପାଦରେ ଲୋଟିଲା ଡାଳ ତେଜି ନବ ତୁଳସୀ ବ୍ରହ୍ମଦାରୁ ବକ୍ଷ ଲଭିଲା ଚନ୍ଦନ ପେଡି ଘୋରି ସରି ସଜେଇଲା ଶ୍ରୀଅଙ୍ଗକୁ ଶ୍ରୀରାଧା ହୃଦ ପଦ୍ମ ଭ୍ରମର ପାଦକୁ ଆତ୍ମା ଚୁମ୍ବିଲା

No comments:

Post a Comment