Friday, 8 May 2026

ଓଲଟ ବୃକ୍ଷ ମୂଳରେ ଯଶୋଦା ନନ୍ଦନ

ଓଲଟ ବୃକ୍ଷ ମୂଳରେ ଯଶୋଦା ନନ୍ଦନ ନବ ଦୁର୍ବାଦଳ ବନମାଳୀ ଛନ୍ଦା ଚରଣ ପୀତବାସ ଶିର ଶିଖି ପୂଛ ବଂଶୀ ଅଧର ଚନ୍ଦନ ଚର୍ଚ୍ଚିତ ମାଧବ ଗୋପୀ ଆଭରଣ

No comments:

Post a Comment