Friday, 8 May 2026

ମୁହିଁ ମହା ପାତକୀ ହୃଦୟରେ ଘନ ଅଜ୍ଞାନ ଅନ୍ଧାର

ମୁହିଁ ମହା ପାତକୀ ହୃଦୟରେ ଘନ ଅଜ୍ଞାନ ଅନ୍ଧାର ସନ୍ତାନ ବତ୍ସଳା ଶକ୍ତି ହୁଅ ମା ଅଖଣ୍ଡ ଦୀପ ଜ୍ୟୋତି ଦେହ ମାଗିଥିଲି ଶ୍ରୀଗୋବିନ୍ଦ ପାଦରେ ଲୋଟିବାକୁ ବରାଭୟ ପ୍ରଦା ସୁଭଦ୍ରା ଦେଖ କାଳ ଯାଉଛି ବିତି

No comments:

Post a Comment