Friday, 8 May 2026

ବିଷ୍ଣୁ ହୃଦୟ ସହିଷ୍ଣୁତା ମାଆ କମଳା

ବିଷ୍ଣୁ ହୃଦୟ ସହିଷ୍ଣୁତା ମାଆ କମଳା ତୁହି ମାଆ କମଳା କୃଷ୍ଣ ମାତା ଯଶୋଦା ଶଙ୍ଖ ଚକ୍ର ପଦ୍ମ ଗଦା ବରାଭୟ ପ୍ରଦାତ୍ରି ଶ୍ରୀପତି ଦର୍ଶନ ବାଞ୍ଛା ପଥରୁ ହଟା ବାଧା

No comments:

Post a Comment