A flower with 4 petals
Friday, 1 May 2026
ହୃଦୟରେ କିପରି କରିବି ଅନୁସନ୍ଧାନ ଗୋବିନ୍ଦଙ୍କୁ
ହୃଦୟରେ କିପରି କରିବି ଅନୁସନ୍ଧାନ ଗୋବିନ୍ଦଙ୍କୁ ଅନ୍ତରେ ଘନ ଅନ୍ଧାର ଅଜ୍ଞାନୀକୁ କିଛି ଦିଶୁ ନାହିଁ ହେ ବ୍ରହ୍ମଦାରୁ ଜ୍ଞାନ ଚକ୍ଷୁ ରବି ସୁଧାକର କିରଣ ଆଲୋକିତ କର ହୃଦ ଛନ୍ଦା ଚରଣ ଛୁଇଁବି ମୁହିଁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment