A flower with 4 petals
Friday, 1 May 2026
କେବେ ଆତ୍ମା ସେବା କରିବାକୁ ଅଗ୍ରସର ହେଲେ
କେବେ ଆତ୍ମା ସେବା କରିବାକୁ ଅଗ୍ରସର ହେଲେ ଦୁଷ୍ଟ ଷଢ଼ ରିପୁ ଚକ୍ର ବୁହ କରି ପ୍ରାଣ ପକାନ୍ତି ରୁନ୍ଧି ଇନ୍ଦ୍ରିୟ କେବେ ସହି ପାରନ୍ତି ନାହିଁ ଆତ୍ମାର ମଙ୍ଗଳ ପାହି ବ୍ରହ୍ମଦାରୁ ପାହି ମହାବାହୁ ଝୁରେ କାନ୍ଦି କାନ୍ଦି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment