Monday, 18 May 2026

ପ୍ରଚଣ୍ଡ ରୋଦ୍ର ତାପକୁ ଅଷଳେ ମୁଷଳ ବର୍ଷା

ପ୍ରଚଣ୍ଡ ରୋଦ୍ର ତାପକୁ ଅଷଳେ ମୁଷଳ ବର୍ଷା ପାଇ ଯେସନେ ସତେଜ ହୁଏ ନିସ୍ତେଜ ବୃକ୍ଷ ଡହଳ ବିକଳ ପ୍ରାଣ ଲଭିଲେ ଶ୍ରୀଭୁଜ ଛାୟା ତେସନେ ଆତ୍ମା ସନ୍ତୋଷ ଲଭଇ ପଙ୍କଜାକ୍ଷ

No comments:

Post a Comment